Pratidin TV

Odisha's Digital News Platform

ବାପାଙ୍କ ସହ ଲାଇନ୍ ଛିଡ଼ା ହୋଇ ଭୋଟ ଦେଲେ କଂଗ୍ରେସ ବିଧାୟିକା ପାର୍ଥିନି ସୋଫିଆ ଫିର୍ଦ୍ଦୋସ ।

1 min read

ବାପାଙ୍କ ସହ ଲାଇନ୍ ଛିଡ଼ା ହୋଇ ଭୋଟ ଦେଲେ କଂଗ୍ରେସ ବିଧାୟିକା ପାର୍ଥିନି ସୋଫିଆ ଫିର୍ଦ୍ଦୋସ । ଆଜି ପରୀକ୍ଷା ଦିନ ଆଉ ଲୋକଙ୍କୁ ନିଜ ମୂଲ୍ୟବାନ ଭୋଟ ଦେଇ ଭବିଷ୍ୟତ ବାଛନ୍ତୁ ବୋଲି କହିଛନ୍ତି ସୋଫିଆ ।

Advertisement

Leave a Reply

Your email address will not be published. Required fields are marked *