Pratidin TV

Odisha's Digital News Platform

ଆରପାରିରେ ଚର୍ଚ୍ଚିତ ହାସ୍ୟ ଅଭିନେତା , ରାଜୁ ଶ୍ରୀବାସ୍ତବ

1 min read

ନୂଆଦିଲ୍ଲୀ : ଆରପାରିରେ ବହୁ ଚର୍ଚ୍ଚିତ୍ର ହାସ୍ୟଅଭିନେତା ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ୍ କରିଛନ୍ତି । ଦୀର୍ଘ ୪୧ ଦୀନର ଛାଇ ଆଲୁଅ ଖେଳରେ ହାର ମାନିଯାଇଥିଲେ ରାଜୁ । ଅଗଷ୍ଟ ୧୦ ତାରିଖଦିନ ହୃତଘାତ ଫଳରେ ଦିଲ୍ଲୀ ଏମ୍ସରେ ଚିକିତ୍ସାହେଉଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ ଅବସ୍ଥାରେ କୌଣସି ସୁଧାର ଦେଖାଯାଉନଥିଲେ । ଆଜି ସକାଳ ସମୟରେ ହିଁ ଚିକିତ୍ସାଧିନ ସମୟରେ ତାଙ୍କର ବିୟୋଗ ଘଟିଛି । ଏନେଇ ସାରା ବଲିଉଡ୍‌ରେ ଶୋକର ଛାୟା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *