Pratidin TV

Odisha's Digital News Platform

ସଂକ୍ଷିପ୍ତରେ ରାଜ୍ୟ ବଜେଟ୍ ୨୦୨୩ ; ଜାଣନ୍ତୁ କେଉଁ ବିଭାଗକୁ କେତେ ?

1 min read

କୃଷିପାଇଁ – ୨୪,୮୨୯ କୋଟି

Advertisement

ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି ବ୍ୟୟବରାଦ୍ ।
ମିସନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟି ।
ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯ କୋଟି ।
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି ।
ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି ।
ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପୋଗ୍ରାମ ପାଇଁ ୧୪୪୬ କୋଟି ।
ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ।
ଆମ ହସ୍ପିଟାଲ ଯୋଜନା ପାଇଁ ୭୫୦ କୋଟି ବ୍ୟୟବରାଦ ।
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧ କୋଟି ।
ଆମ ବସ୍ ଷ୍ଟାଣ୍ଡ ପାଇଁ ବଜେଟରେ ୧୫୦ କୋଟି ।
ମହିଳା ଏସଏଚଜି ଉଦ୍ୟୋଗୀ ପାଇଁ ୧୦ ୦କୋଟି ।
ବିଦେଶ ବିମାଣ ଉଡାଣ ପାଇଁ ୧୦୦ କୋଟି ।
ମୁଖ୍ୟମନ୍ତ୍ରୀ ମସ୍‌ô୍ୟଜୀବୀ କଲ୍ୟାଣ ପାଇଁ ଯୋଜନା ପାଇଁ ୨୧୦ କୋଟି ।
ବନ ସୁରକ୍ଷା ସମିତି ପାଇଁ ୨୫୦ କୋଟି ।

Leave a Reply

Your email address will not be published. Required fields are marked *