Pratidin TV

Odisha's Digital News Platform

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର

1 min read

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ପାଇଁ ବଢିଲା ଗୃହ ନିର୍ମାଣ ଋଣର ପରିମାଣ । ତେବେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତ ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କା ଯାଏ ବୃଦ୍ଧି କରାଯାଇଛନ୍ତି । ୨୦୧୦ ରେ ଲାଗୁ ହୋଇଥିବା ଗୃହ ନିର୍ମାଣ ସୁଧହାର ୧୧.୫% ଥିଲା ବେଳେ ଏବେ ଏହାକୁ କମାଯାଇ ୮% କରାଯାଇଛି ।

ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପଯ୍ୟାୟରେ କର୍ମଚାରୀ ମାନଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଇଛି । ତେବେ ଜାତୀୟ ପେନ୍‌ସନ୍ ଅଧୀନସ୍ଥ କର୍ମଚାରୀଙ୍କ ସହ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସୁବିଧା ପାଇପାରିବେ ।

Advertisement

Leave a Reply

Your email address will not be published. Required fields are marked *