Pratidin TV

Odisha's Digital News Platform

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର , ସରକାର ବଢାଇଲେ ମହଙ୍ଗା ଭତ୍ତା ..

1 min read

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର । ବଢିଲା ମହଙ୍ଗା ଭତ୍ତା । ସରକାରୀ କର୍ମଚାରୀ ଏବଂ ପେନସନ୍ ଭାଗୀଙ୍କ ପାଇଁ ଡିଏ ଏବଂ ଟିଆଇ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସେମାନଙ୍କ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ପୂର୍ବରୁ ସରକାରୀ କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତ ଥିବା ବେଳେ ଏବେ ତାହା ୫୦ ପ୍ରତିଶତ ରେ ପହଞ୍ଚିଛି ।

ଏହି ବର୍ଦ୍ଧିତ ଭତ୍ତା ଜାନୁଆରୀ ୨୦୨୪ ରୁ ଲାଗୁ ହେବ । ଫଳରେ ୪.୫ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନସନ୍ ଭାଗୀ ଉପକୃତ ହେବେ ।

Advertisement

Leave a Reply

Your email address will not be published. Required fields are marked *