Pratidin TV

Odisha's Digital News Platform

ରାଜ୍ୟ ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ..

1 min read

ରାଜ୍ୟ ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ।ଅତିଥି ଭବନର ପ୍ରଥମ ମହଲା ଏବେ ସିଏମ୍‌ଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । । ପୁରୀରୁ ଫେରିବା ପରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିଥି ଭବନରେ ପହଞ୍ଚିଛନ୍ତି।

ତେବେ ଦୀର୍ଘ ୨୫ ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଘରୁ ହିଁ ଶାସନ ଚଳାଇ ଆସୁଥିଲେ। ଏଣୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଘର ଖୋଜା ଚାଲିଛି। ଏବେ ପାଇଁ ଅସ୍ଥାୟୀ ଭାବେ ଅତିଥି ଭବନକୁ ସିଏମ୍‌ଓ ଭାବେ ବ୍ୟବହାର କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *