Pratidin TV

Odisha's Digital News Platform

ବାତ୍ୟା ଆଲର୍ଟ ; ୨୪ ଘଣ୍ଟା ଭିତରେ ତୋରଣ ଖୋଲବା ପାଇଁ ସି ଏମ ସି କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

1 min read

କଟକ : ୨୪ ଘଣ୍ଟା ଭିତରେ ତୋରଣ ଖୋଲ । ସି ଏମ ସି କୁ ନିର୍ଦେଶ ଦେଲେ ହାଇକୋର୍ଟ । ସହର ଭିତରୁ ହୋର୍ଡିଙ୍ଗ ଖୋଲିବାକୁ ମଧ୍ୟ ନିର୍ଦେଶ । କଟକ ସହର ସମସ୍ୟା ବାବଦରେ ହୋଇଥିଲା ଶୁଣାଣି । ପି ଆଇ ଏଲ ର ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

ହାଇକୋର୍ଟଙ୍କ ଅର୍ଡର ପରେ ଆମେ ଏନେଇ ସଜାଗ ଅଛୁ ଆଜି ଦିନ ୧୨ ଟା ସୁଦ୍ଧା ସଂପୂର୍ଣ୍ଣ ତୋରଣ ଖୋଲା ସରିଯାଇଥିବ ବର୍ତ୍ତମାନ ଯେହେତୁ ବାତ୍ୟା ବିପଦ ଅଛି ତେଣୁ ସବୁ ପୂଜା କମିଟି ରାସ୍ତା ଉପରେ କରିଥିବା ତୋରଣ କୁ କାଢି ଦେବା କଥା ଏହା ବାଦ୍ କଟକ ସହରରେ କିଛି ଛକ ଜାଗା ମାନଙ୍କରେ ବଡ ବଡ ହୋର୍ଡିଂ କୁ ମଧ୍ୟ ଖୋଲି ଦିଆଯାଇଛି । ଏଥି ସହିତ ଆଜି ଅପରାହ୍ନରେ ମହାନଗର ନିଗମ ପକ୍ଷରୁ ହୋଡିଂ ହଟାଇବା କାର‌୍ୟ୍ୟକ୍ରମ ଆଉ ଟିକେ ଜୋରଦାର କରାଯିବ ।

Advertisement

Leave a Reply

Your email address will not be published. Required fields are marked *