ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ମିଗଜୋମ୍ , ଜାଣନ୍ତୁ ଓଡିଶାରେ ପଡିବ କି ପ୍ରଭାବ ?
1 min readଭୁବନେଶ୍ୱର ; ବାତ୍ୟା ମିଗଜୋମ୍ ସ୍ଥଳଭାଗ ଅତିକ୍ରମ କରିଛି । ତେବେ ଏହି ବାତ୍ୟା ସ୍ଥଳଭାଗ ଚୁଇଁବା ପୂର୍ବରୁ ଆନ୍ଧ୍ର ଅଞ୍ଚଳରେ ପ୍ରଳୟ ରଚିଥିଲା । ଚେନ୍ନାଇ ଭଳି ସହରକୁ ବୁଡାଇଦେଇଛି ଏହି ମିଗଜୋମ୍ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୧୦ କିଲୋମିଟର ରହିଛି । ତେବେ ଏହି ବାତ୍ୟା ପ୍ରଭାବରୁ ଓଡିଶାରେ ଗତ ୨ ଦିନ ହେବ ପାଗ କାଉଁଳିଆ ରହିବା ସହ ଆଜିଠୁ ଏହିସବୁ ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରିିକରିଛି ଭୁବନେଶ୍ୱର ପାଣିପାଗ ବିଭାଗ ।