Pratidin TV

Odisha's Digital News Platform

ବିଧାନସଭା ଗୃହରେ ତେଜିଲା ସୁଭଦ୍ରା ବିବାଦ , ହଙ୍ଗାମା କଲେ ବିରୋଧୀ ଦଳ …

ଆଜି ବିଧାନସଭା ଗୃହରେ ସୁଭଦ୍ରା ଟଙ୍କାକୁ ନେଇ ହଙ୍ଗାମା । ତାତିଲେ ବିଜେଡି ବିଧାୟକ । କେବଳ ନିର୍ଦ୍ଦିଷ୍ଟ ମହିଳା କାହିଁକି ? ରାଜ୍ୟର ସବୁ ମହିଳା ଏହି ଯୋଜନାରେ ଉପକୃତ କହାିଁକି ହେବେନି ବୋଲି ଦାବି କରିଛନ୍ତି ବିରୋଧୀ ।

ଆଉ ଏହି ମୌକାର ସୁଯୋଗ ଉଠାଇ କଂଗ୍ରେସ ମଧ୍ୟ ବିଜେଡି ସାଥ୍ ଦେଇ ଗୃହରେ ହୋହାଲ୍ଲା କରିଥିଲା । ଏନେଇ ଶେଷରେ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖିଥିଲେ ।

Leave a Reply

Your email address will not be published. Required fields are marked *