Pratidin TV

Odisha's Digital News Platform

ସାଙ୍ଗମାନଙ୍କ ସହ ଜଳପ୍ରପାତରେ ଗାଧୋଉଥିବା ବେଳେ ଭାସିଗଲେ ସୁଦର୍ଶନ ।

1 min read

ନୂଆପଡା ; କାଳ ବନିଲା ଜଳପ୍ରପାତ । ସାଙ୍ଗମାନଙ୍କ ସହ ଜଳପ୍ରପାତରେ ଗାଧୋଉଥିବା ସମୟରେ ଭାସିଗଲେ ସୁଦର୍ଶନ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅର୍ଥାତ୍ ମଙ୍ଗଳବାର ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ଗୋଧାସ ଜଳପ୍ରପାତରେ ସୁଦର୍ଶନ ରଞ୍ଜନ ଗୁରୁ (ବୟସ ୨୦) ନିଜ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ସୁଦର୍ଶନ ନିଖୋଜ ହୋଇଯାଇଛନ୍ତି ।

ଖବର ପାଇ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଚଳାଇଛି । କିନ୍ତୁ ବର୍ତ୍ଥମାନ ସୁଦ୍ଧା ପର୍ଯ୍ୟନ୍ତ ସୁଦର୍ଶନଙ୍କ କୌଣସି ଖୋଜ ଖବର ମିଳିପାରିନାହିଁ ।

Advertisement

Leave a Reply

Your email address will not be published. Required fields are marked *