Pratidin TV

Odisha's Digital News Platform

୬ ମାସ ଛୁଟିରେ ଗଲେ କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ , ଦର୍ଶାଇଲେ ଏହି କାରଣ …

ଭୁବନେଶ୍ୱର ; ରାଜ୍ୟରେ ବିଜେଡି ଦୁର୍ବଳ ପଡିବା ପରେ କାର୍ତ୍ତିକ ପାଣ୍ଡିଆନ୍ ଦିଲ୍ଲୀ ଯିବା ଚର୍ଚ୍ଚା ଥମିନଥିବା ପରେ । ଏବେ ୬ ମାସ ଛୁଟିରେ ଯାଉଛନ୍ତି ପତ୍ନୀ ସୁଜାତା କାର୍ତ୍ତିକେୟନ ।

ମିଳିଥିବା ଖବର ଅନୁଯାୟୀ ଜୁନରୁ ନଭେମ୍ବରର ଯାଏଁ ଛୁଟିରେ ରହିବେ ସୁଜାତା । ତେବେ ସେ ନିଜ ଝିଅର ଦଶମ ପରୀକ୍ଷା ପାଇଁ ଛୁଟି ନେଇଛନ୍ତି । ନିକଟରେ ତାଙ୍କୁ ମିଶନ ଶକ୍ତି ରୁ ପରିବର୍ତ୍ତିତ କରାଇ ଅର୍ଥ ବିଭାଗର ଦାୟିତ୍ୱ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *