Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ମାଗିଲେ ସୁର , କହିଲେ ସବୁ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ବହି ବାହାର କରନ୍ତୁ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ୍ ଦେଇ କ୍ଷମା ମାଗିଲେ ସୁର ରାଉତରାୟ । ଓଡିଶା ମାଟିର ପୁଆ ମାଧୋ ସିଂଙ୍କୁ ନଜାଣି ତାଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ସୁର ରାଉତରାୟ । ଏନେଇ ସେ ନିଜ ଭୁଲ ବୁଝିପାରିଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କୁ ସହ ମିଶି ମାଧୋ ସିଂଙ୍କ ପୁରା ପରିବାର ଦେଶ ପାଇଁ ସହୀଦ ହୋଇଯାଇଥିଲେ । ଯାହା ଖୁବ କମ୍ ଓଡିଶା ବାସୀ ଜାଣିଛନ୍ତି । ଏନେଇ ସୁର ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଓଡିଶାର ସମସ୍ତ ସ୍ୱାଧୀନତା ସଗ୍ରାମୀଙ୍କ ନାଁରେ ବହି ବାହରକରି ପିଲାଙ୍କୁ ଛୋଟେବେଳୁ ଶିକ୍ଷା ଦିଆଯାଉ ।

Leave a Reply

Your email address will not be published. Required fields are marked *