Pratidin TV

Odisha's Digital News Platform

ବାବା ଲିଙ୍ଗରାଜଙ୍କ ପାଇଁ ହାତ ଯୋଡିଲେ ସୁର , କହିଲେ ପ୍ରଭୁଙ୍କ ନୀତିରେ ଅବହେଳା କରନ୍ତୁ ନାହିଁ ।

õବାବା ଲିଙ୍ଗରାଜଙ୍କ ପାଇଁ ହାତ ଯୋଡିଲେ ସୁର , କହିଲେ ପ୍ରଭୁଙ୍କ ନୀତିରେ ଅବହେଳା କରନ୍ତୁ ନାହିଁ । ଭୁବନେଶ୍ୱରରେ ଦୁଇ ସେବାୟତଙ୍କ ବିବାଦରେ ବଳି ପଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗତକାଲି ସନ୍ଧ୍ୟା ଧୂପ ପରଠାରୁ ସମସ୍ତ ନିତିକାନ୍ତି ବନ୍ଦ ଅଛି । ଯାହା ଦ୍ୱାରା ଗତକାଲିଠୁ ଖାଡା ଉପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ ।ଯାହାକୁ ନେଇ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *