Pratidin TV

Odisha's Digital News Platform

ଆମ ଓଡିଶା ଲୋକ ଆଁ କରି ବସିଛନ୍ତି , ଯାହା ଆସିବ ଗିଳିଦେବେ –ସୁର ରାଉତରାୟ ।

1 min read

ଓଡିଶାବାସୀଙ୍କୁ ଏମିତି କଣ କହିଦେଲେ ସୁର । କହିଲେ ଆମ ଓଡିଶା ଲୋକ ଆଁ କରି ବସିଛନ୍ତି ଯାହା ଆସିବ ଆଁ କର ବସିଛନ୍ତି ଯାହା ଆସିବ ଗିଳିଯିବେ । ସୁଭଦ୍ରାର ୫ ହଜାର କଣ କାମରେ ଲଗାଇଲେ ମହିଳା ? ସୁଭଦ୍ର ଯୋଜନା ସିନା ବରା ଚା କପ୍‌ରେ ଉଡାଇଦେଉଛନ୍ତି କିନ୍ତୁ ଯେଉଁ ହୁ ହୁ ହୋଇ ସରକାର ପରିବା ଡାଲି ଚାଉଳ ତେଲ ଦର ବଢାଉଛନ୍ତି ତାର କଣ କରାଯିବ ?

Advertisement

Leave a Reply

Your email address will not be published. Required fields are marked *