Pratidin TV

Odisha's Digital News Platform

ନଡ଼ା କୁଟା ହେଇଗଲାଣି, କେବଳ ନବୀନ ଆଉ କେହି କାମଦେବେନି – ସୁର ରାଉତରାୟ

1 min read

ଭୁବନେଶ୍ୱର ; ନବୀନଙ୍କ ସହ ପୁଅ ମନ୍ମଥ ଉପରେ ପୁରା କନ୍‌ଫିଡେନ୍ସ ଅଛନ୍ତି ସୁର । କହିଲେ ମୁଁଏବେ କେଉଁ ଦଳରେ ନାହିଁ ପୁରା ସ୍ୱାଧୀନ୍ । ଏଥର କେଉଁ ନଡା କୁଟା କାମକରିବେନି ବୋଲି ବିଜେପିକୁ କଟାକ୍ଷ କରିଛନ୍ତି ସୁର । ଆଉ ଓଡିଶାରେ କେବଳ ନବୀନ ଆସିବେ । କାରଣ ଓଡିଶା ଆଜି ନବୀନଙ୍କ ପାଇଁ ଉଜ୍ୱଳ ହୋଇପାରିଛି । ସବୁ ଯୋଜନା ଆମ ରକାରଙ୍କ ପାଇଁ ସଫଳ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *