Pratidin TV

Odisha's Digital News Platform

ଅପରାଜିତାଙ୍କୁ ଝିଅ କହି ସମ୍ଭୋଧନ କଲେ ସୁର , କହିଲେ ଭଦ୍ରାମିରେ ଭୋଟ ମାଗ..

1 min read

ନିର୍ବାଚନକୁ ଆଉ ହାତଗଣତି ଦିନ । ତେବେ ରାଜଧାନୀରେ ରାଜନୀତିର ମାହୋଲ ପୁରା ସରଗରମ ରହିଛି । ଏସବୁ ଭିତରେ ଅପରାଜିତାଙ୍କୁ ଉଚିତ୍ ଶିକ୍ଷା ଦେଲେ ସୁର ରାଉତ୍‌ରାୟ । କହିଲେ ଅପରାଜିତା ତୁମେ ମୋ ଝିଅ ଭଳି , ଭଦ୍ରାମିରେ ଭୋଟ ମାଗ ….

Advertisement

Leave a Reply

Your email address will not be published. Required fields are marked *