ପଳେଇ ଆସ ମନ୍ମଥ ,ସାଂସଦ ସିଟ୍ ଆମର ଦରକାର ନାହିଁ- ସୁର ରାଉତ୍ରାୟ ।
1 min readନିଜ କଥା ମାଧ୍ୟମରେ ସାରା ଓଡିଶାବାସିଙ୍କୁ ହସାଉଥିବା ସୁର ଭାଇଙ୍କ ମୁହଁରୁ ଆଜି ହଜିଯାଇଛି ହସ । ସବୁବେଳେ ନିଜ କଥାରେ ପ୍ରତିଦ୍ୱନ୍ଦିମାନଙ୍କୁ ଚୁପ୍ କରାଇ ଦେଉଥିବା ସୁର ଭାଇ ଆଜି ନିଜେ ନିଶବ୍ଧ । କାରଣ ପୁଅ ଆଜି ନିଜ ଅଞ୍ଚଳ ପାଇଁ ଲଢୁ ନାହିଁ । ପୁଅକୁ ରାଜନୀତିକୁ ଆଣି ଅନେକ ସ୍ୱପ୍ନ ଦେଖିଥିଲେ ବାପା କିନ୍ତୁ ଆଜି ବିଜେଡିରେ ପୁଅ ମନ୍ମଥ ଯୋଗ ଦେଇ ବାପାଙ୍କ ସବୁ ସ୍ୱପ୍ନକୁ ଧୂଳିସାତ୍ କରିଛି ।