୧୭ କୋଟି ଟଙ୍କା ସମ୍ପତ୍ତି କେଉଁଠି ରଖିଛନ୍ତି ସୁର ?
1 min readଭୁବନେଶ୍ୱର ; ପୁରା ଖୁଲମଖୁଲା ଓ ବିନ୍ଦାସ୍ ଆପଣଙ୍କ ପ୍ରିୟ ନେତା ସୁର ରାଉତ୍ରାୟ , ୨୦୨୪ ନିର୍ବାଚନ ପୂର୍ବରୁ ଖୋଲିଲେ ମୁହଁ । ନିଜର ପ୍ରତ୍ୟକ କଥା ଆଉ ଡାଇଲଗ୍ ପାଇଁ ଗାଁ ଠୁ ସହର ରାଜନୀତିରୁ , ଘରେ ଘରେ ପରିଚିତ ସୁର ରାଉତ୍ରାୟ । ଆଜି ସେ ନିଜ ମୁହଁ ଖୋଲି ସମ୍ପତି ବିଷୟରେ ସବୁ କଥା କହିଛନ୍ତି । ତେବେ କେତେ ଧନ ରଖିଛନ୍ତି ସୁର ଚାଲନ୍ତୁ ଜାଣିବା ।