Pratidin TV

Odisha's Digital News Platform

ସୁର ଉଠାଇଲେ ଗରିବଙ୍କ ପାଇଁ ସ୍ୱର , ଏଥର ଚେତିବେ ନବୀନ ଆଉ ମୋହନ ସରକାର ।

1 min read

ପେନସନ୍ ଯୋଜନାକୁ ନେଇ ବର୍ଷିଲେ ସୁର ରାଉତରାୟ । ଉଠାଇଲେ ଜନ ସାଧାରଣଙ୍କ ପାଇଁ ସ୍ୱର । ୮୦ ବର୍ଷରୁ ଉର୍ଦ୍ଦଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ ବିରୋଧ କରିଛନ୍ତି ସୁର । ଆଉ ନବୀନ ବାବୁ –ମୋହନ ସରକାରଙ୍କୁ ଚେତାଇଛନ୍ତି । ୮୦ ବର୍ଷ ପରେ ଓଡିଶାରେ କେତେ ବୃଦ୍ଧ -ବୃଦ୍ଧା ଜୀବିତ ରହୁଛନ୍ତି ବୋଲି ପଚାରିଛନ୍ତି ସୁର । ସେ ଆଉ ମଧ୍ୟ କହିଛନ୍ତି ୬୦ ରୁ ୮୦ ବର୍ଷର ବୃଦ୍ଧ-ବୃଦ୍ଧାଙ୍କୁ ୩୫୦୦ ଟଙ୍କା ଭତ୍ତା କରାଯାଉ , ନଚେତ୍ ଯାଇ ସ୍ୱର୍ଗରେ ଭତ୍ତା ଦିଅନ୍ତୁ ।

Leave a Reply

Your email address will not be published. Required fields are marked *