Pratidin TV

Odisha's Digital News Platform

ସ୍ୱରାଜ୍ ଙ୍କ ପାଇଁ କନିଆ ଖୋଜୁଛନ୍ତି ଜେଜେମା, କହିଲେ ନାତୁଣୀବୋହୂ ଏମିତି ଦରକାର …..

ଭୁବନେଶ୍ୱର ; ଓଡିଆ ସଫଳ ବୈଜ୍ଞାନିଜ ଶେଷ କିଷାନଙ୍କ ବାସ୍ତବ କାହାଣୀକୁ ପରଦାକୁ ନେଇ ଆସୁଛନ୍ତି ଓଲିଉଡ୍ ଅଭିନେତା ସ୍ୱରାଜ୍ । ଶେଷ କିଷାନଙ୍କ ସଂଘର୍ଷରୁ ସଫଳତାର ପୁରା ସତ କାହାଣୀ ଦର୍ଶକ ଦେଖିବେ । ଏବେ ଫିଲ୍ମ ରିଲିଜକୁ ନେଇ ସଭିଙ୍କ ଅପେକ୍ଷା । କିନ୍ତୁ ଏସବୁ ଭିତରେ ସ୍ୱରାଜଙ୍କ ଜେଜେ ମା କରିଛନ୍ତି ବଡ ଖୁଲସା । ନିଜ ନାତୁଣୀ ବୋହୂ ଅର୍ଥାତ୍ ସ୍ୱରାଜଙ୍କ ପତ୍ନୀଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । କାହିଁକି ନା ବାର୍ଦ୍ଧକ୍ୟ ବୟସ କେବେ ବି ଦେଇପାରେ ଧୋକା ।ା ତେଣୁ ଜେଜେ ନିଜ ନାତୁଣୀ ବୋହୂଙ୍କୁ ଶୀଘ୍ର ଘରକୁ ଆଣି ତାଙ୍କ ହାତ ପରସା ଖାଇବାକୁ ଚାହୁଛନ୍ତି । ସ୍ୱରାଜଙ୍କ ପାଇଁ ଏବେ ଝିଅ ଖୋଜୁଛନ୍ତି ଜେଜେ ଆଉ କହିଛନ୍ତି ତାଙ୍କୁ କିପରି ବୋହୂ ଦରକାର ………

Leave a Reply

Your email address will not be published. Required fields are marked *