Pratidin TV

Odisha's Digital News Platform

ଆଇନ ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ସ୍ୱିଗି ବୟଙ୍କ ମୃତ୍ୟୁ ଦେହ ଉଦ୍ଧାର

1 min read

ଭୁବନେଶ୍ୱର : ସ୍ୱିଗି ଡେଲିଭରି ବୟଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣାଟି କଟକ ସିଡିଏ ସେକ୍ଟର ୬ ରେ ଅବସ୍ଥିତ ଆଇନ ବିଶ୍ୱବିଦ୍ୟାଳୟ ସମ୍ମୁଖରୁ ଉର୍ଦ୍ଦାର କରାଯାଇଛି କ୍ଷତାକ୍ତ ମୃତଦେହ । ତାଙ୍କ ଶରୀରରେ ଅନେକ କ୍ଷତ ଥିବା ସହ ବାଇକଟି ମଧ୍ୟ ଦରଭଙ୍ଗା ଅବସ୍ତାରେ ମିଳିଛି । ତେବେ କେଉଁ କାରଣରୁ ଓ କାହିଁକି ବା କିଏ ତାଙ୍କୁ ଏମିତି ଅବସ୍ଥାରେ ଫୋପାଡି ଦେଇଯାଇଛି ତାହା ସନ୍ଦେହ ଘେରରେ ।

ସୂଚନା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ, ଶବଟିକୁ ବ୍ୟବିଛେଦ ପାଇଁ ଏସ୍‌ସିବି ହସ୍ପିଟାଲକୁ ପଠାଇଛି । ତେବେ ମୃତକ ଡେଲିଭରି ବୟେ ଜଣକ ସିଡିଏ ଅଞ୍ଚଳର ବୋଲି କହିଛି ପୋଲିସ୍ ।

Advertisement

Leave a Reply

Your email address will not be published. Required fields are marked *