ଦେଶ ବିଦେଶ ବଢିଲା ୨ହଜାର ଟଙ୍କା ଫେରସ୍ତ କରିବାର ସମୟ ସୀମା 12 months ago Pratidin Bureau ଲୋକଙ୍କ ପାଇଁ ଆସିଲା ଖୁସି ଖବର । ବଢିଲା ୨ହଜାର ଟଙ୍କା ଫେରସ୍ତ କରିବାର ସମୟ ସୀମା । ସେପ୍ଟେମ୍ବର ୩୦ ଥିଲା ଶେଷ ତାରିଖ ।...