ଦେଶ ବିଦେଶ ପ୍ରେମ ଆଗରେ ହାରମାନିଲା ବୟସ : ୯୦ ବର୍ଷର ବରକୁ ୯୫ ବର୍ଷର କନିଆଁ .. 3 months ago Dipalini Mohanty ପ୍ରେମ ଶାଶ୍ବତ । ପ୍ରେମ ମାନେନା ବୟସ,ଜାତି,ସୀମା ସରହଦ । ଏହା ସର୍ବଦା ସଦ୍ୟ ନୂତନ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ...