Pratidin TV

Odisha's Digital News Platform

aludum

ବାଲେଶ୍ଵର : ବାଲେଶ୍ଵର ଚାନ୍ଦିପୁରରେ ଡନିଷ୍ଟ ଆବାସିକ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୧୮ ଛାତ୍ରଛାତ୍ରୀ ଅସୁସ୍ଥ। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।...