1 min read ଦେଶ ବିଦେଶ ଅଟୋକୁ ପିଟିଲା ବସ୍; ୮ ପିଲାଙ୍କ ସମେତ ୧୧ ମୃତ 8 hours ago Niyati Das ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ପିଟିଲା ବସ୍ । ଚାଲିଗଲା ୧୧ ଜଣଙ୍କ ଜୀବନ । ରାଜସ୍ଥାନର ଧୌଲପୁରରେ ଘଟିଛି ଏଭଳି ଅଭାବନୀୟ ଦୁର୍ଘଟଣା ।...