ଓଡିଶା ଷ୍ଟିଅରିଂ ଲକ ଯୋଗୁଁ ରାସ୍ତା କଡକୁ ଖସିଲା ବସ, ଭିତରେ ଥିଲେ ୩୨ରୁ ଉର୍ଦ୍ଧ ଯାତ୍ରୀ.. 1 year ago Pratidin Bureau ମୋହନା: ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା ବସ । ଆଉ ଅନ୍ଧାର ରାତିରେ ଅଧବାଟରେ ଜଗି ବସିଥିଲା ଯମ । ଭାରସାମ୍ୟ ହରାଇ ରାସ୍ତା ତଳକୁ...