ଜୀବନଚର୍ଯ୍ୟା କଳା ଓଠକୁ କରିଦେବ ଗୋଲାପୀ , ଏହି ତେଲରେ ଭରି ରହିଛି ଚତ୍ମକାରୀ ଗୁଣ 8 months ago Deepamudra Mohanty ଓଠକୁ ପ୍ରାକୃତିକ ଭାବରେ ଗୋଲାପୀ କରିବା ପାଇଁ, ଆପଣ ସିଧାସଳଖ କାଷ୍ଟର ତେଲ ଲଗାଇ ପାରିବେ । ଏଥିପାଇଁ ଏକ କିମ୍ବା ଦୁଇ ବୁନ୍ଦା କାଷ୍ଟର ତେଲ...