ଦେଶ ବିଦେଶ ସେପ୍ଟେମ୍ବର ୩୦ ପରେ ଚଳିବ କି ନାହିଁ ୨୦୦୦ ଟଙ୍କିଆ ନୋଟ୍? ଜାଣନ୍ତୁ ଏଠାରେ.. 1 year ago Pratidin Bureau ଆଉ ୨ଦିନ ପରେ ଅର୍ଥାତ ସେପ୍ଟେମ୍ବର ୩୦ରେ ବନ୍ଦ ହେବାକୁ ଯାଉଛି ୨୦୦୦ ଟଙ୍କିଆ ନୋଟ । ଏହାକୁ ବ୍ୟାଙ୍କରେ ଜମା କରିବାର ସମୟ ମଧ୍ୟ ଶେଷ...