ଦେଶ ବିଦେଶ ଚାଲି ଚାଲି ଥକିଗଲେ ମଦ୍ୟପ ଫୋନ୍ କରି ଆମ୍ବୁଲାନ୍ସକୁ ଡାକିଲେ , କହିଲେ ଏଇଠୁ ନିଅ ନହେଲେ ବେହୋସ ହୋଇଯିବି … 8 months ago Dipalini Mohanty ସାଧାରଣତଃ ଗୋଟିଏ ସ୍ଥାନର ଆଉ ଗୋଟିଏ ସ୍ଥାନକୁ ଯିବାକୁ ହେଲେ ଲୋକେ ଚାଲି ଚାଲି ଯାଇଥାନ୍ତି । ନହେଲେ ଲୋକେ ବାଇକ୍ କିମ୍ବା ସ୍କୁଟି , ବସ୍...