ଦେଶ ବିଦେଶ ମନୋରଞ୍ଜନ ବରୁଣ ଧାୱନ ଙ୍କ ଘରକୁ ଆସିଲା କୁନି ଅତିଥି .. 4 months ago Dipalini Mohanty ଏବେ ବରୁଣ ଧାୱନଙ୍କ ଘରେ ଖୁସିର ଲହରୀ । କାରଣ ଅଭିନେତା ଏବେ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ନତାଶା ଦଲାଲ ଏକ ଝିଅ ଜନ୍ମ ଦେଇଛନ୍ତି...