ଆଞ୍ଚଳିକ ଓଡିଶା ସାବଧାନ! ପୁଣି ମାତିଲା ମଣିଷଖିଆ , ବଡ ଭାଇ ସାମ୍ନାରୁ ସାନଭାଇକୁ ଟାଣିନେଲା କୁମ୍ଭୀର .. 7 months ago Dipalini Mohanty ପୁଣି ମାତିଛି ମଣିଷ ଖିଆ କୁମ୍ଭୀର । ନଦୀ କୂଳରେ ଚୁପ୍ ଚାପ ଲୁଚି ରହୁଛି । ସୁଯୋଗ ଦେଖି ଆକ୍ରମଣ କରୁଛି । କେନ୍ଦ୍ରାପଡ଼ା ଜିଲ୍ଲା...