ଓଡିଶା ବିଛଣାରେ ପଡ଼ିଛି ସ୍ୱାମୀ , ଘର ଛାଡି ଖଟୁଛି ସ୍ତ୍ରୀ, ସାହାଯ୍ୟ ଅପେକ୍ଷାରେ ଚାହିଁଛନ୍ତି ଅସହାୟ ପରିବାର .. 3 months ago Dipalini Mohanty ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ଘରର ଏରୁଣ୍ଡି ସେପଟେ ଅନ୍ଧାର...