ଦେଶ ବିଦେଶ ମଝି ନଦୀରେ ଓଲଟିଲା ଡଙ୍ଗା ୮୦ ମୃତ, ୧୮୫ ଯାତ୍ରୀ ଉଦ୍ଧାର 3 months ago Niyati Das କ୍ଵା ନଦୀରେ ଡଙ୍ଗା ବୁଡି ଚାଲିଗଲା ୮0 ଜଣଙ୍କ ଜୀବନ | କେନ୍ଦ୍ରୀୟ ଆଫ୍ରିକା ଦେଶର କଙ୍ଗୋରେ ଘଟିଛି ଏପରି ଅଭାବନୀୟ ଘଟଣା | ମାଇଣ୍ଡ ରୋବେ...