Pratidin TV

Odisha's Digital News Platform

madhypradesh

1 min read

ପୁଣି ଟ୍ରେନ୍‌ ଦୁର୍ଘଟଣା। ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ୍‌। ମଧ୍ୟପ୍ରଦେଶର ଜବଲପୁରରେ ସୋମନାଥ ଏକ୍ସପ୍ରେସର ୨ ବଗି ଡିରେଲ୍‌ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଆତଙ୍କିତ...

ଭାରତରେ ଏପରି ଅନେକ ମନ୍ଦିର ଅଛି , ଯାହାର ଇତିହାସ ବହୁତ ପୁରୁଣା | ଯେଉଁଥିପାଇଁ ଏହି ମନ୍ଦିର ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସର କେନ୍ଦ୍ର ହୋଇ ରହିଥାଏ...

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଆଇଫୋନ୍ ଡକାୟତିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡକାୟତମାନେ ଟ୍ରକ ଡ୍ରାଇଭରକୁ ଡ୍ରଗ୍ସ କରି ୧୧ କୋଟି ଟଙ୍କା ମୂଲ୍ୟର ୧୫00...

1 min read

ବଲିଉଡ ଅଭିନେତ୍ରୀ କରିନା କପୁର ତାଙ୍କ ପୁସ୍ତକ 'ପ୍ରେଗ୍ନେସି ବାଇବଲ' ବିବାଦ ସମ୍ପର୍କରେ ହାଇକୋର୍ଟଙ୍କ ନୋଟିସକୁ ଜବାବ ଦେଇଛନ୍ତି। ପୁସ୍ତକ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଆବେଦନ...

ଚକୋଲେଟ୍‌ ଖାଇବାକୁ ପ୍ରାୟତଃ ସବୁବର୍ଗର ଲୋକେ ପସନ୍ଦ କରନ୍ତି। ଚକୋଲେଟ୍‌ ଖାଇବା ଦ୍ବାରା ଅନେକ ମାନସିକ ତୃପ୍ତି ଅନୁଭବ କରିଥାନ୍ତି। ତେବେ ମଧ୍ୟପ୍ରଦେଶର ଖାରଗନ୍‌ ଅଞ୍ଚଳରେ ଏକ...

୯ ଫୁଟ ଉଚ୍ଚତା ମେହେନ୍ଦୀରେ ତିରୁପତି ବାଲାଜୀଙ୍କ ଚିତ୍ର ଆଙ୍କି ଗିନିଜ ବୁକ ରେକର୍ଡ | ମେହେନ୍ଦୀ ପେଣ୍ଟିଂ ବି୍ଶ୍ବର ଉଚ୍ଚତମ ଚିତ୍ରକଳା ଭାବେ ରେକର୍ଡ କରିଛନ୍ତି...

ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା | ଯେଉଁ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ୧୬ ଜଣ ଗୁରୁତର ଆହତ...

1 min read

ମଧ୍ୟପ୍ରଦେଶ ଇନ୍ଦୋରରେ ବିଳମ୍ବିତ ରାତିରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି | ଇନ୍ଦୋର-ଅହମଦାବାଦ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି |...

1 min read

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ସମୟରେ ଘଟିଗଲା ଅଘଟଣ | ଓଲଟି ପଡିଲା ବସ | ଦୁର୍ଘଟଣାରେ ଆହତ ହେଲେ ୨୧ ଯବାନ | ଏପରି ଅଭାବନୀୟ...

1 min read

ସାଧାରଣ ଲୋକଙ୍କ ଚୋରି ଡକାୟତି କିମ୍ବା କୌଣସି ପ୍ରକାର ଅସୁବିଧା ହେଲେ ସସେମାନେ ପଲିସିସ ପାଖକୁ ଯାଇଥାନ୍ତି | ତେବେ ବେଳେବେଳେ ପୋଲିସ ଲୋକଙ୍କ ଅଭିଯୋଗକୁ ଶୁଣି...