1 min read ଓଡିଶା ବାହାଘରର ୫ ବର୍ଷପରେ ବଳି ପଡିଗଲା ବୋହୁ 7 months ago Niyati Das ନିର୍ଯାତନା ପରେ ବୋହୂକୁ ହତ୍ୟା କଲେ ଶାଶୁ ଘର ଲୋକ | ଏପରି ଘଟଣା କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗ୍ରାମ ଗଉଡ଼ସାହିରେ ଘଟିଛି...