Pratidin TV

Odisha's Digital News Platform

nabinpattnaik

ପୁରୀରେ ହେବ ବଡ ଉନ୍ନତି , ଶଙ୍ଖର ଏକ ବଡ ଗ୍ୟ।ରେଣ୍ଟି ଦେଲେ କାର୍ତ୍ତିକ ପାଣ୍ଡିଆନ୍ । କହିଲେ ଏଥର ପୁରୀରୁ ଉଡିବ ପ୍ଲେନ୍ । ଜଗନ୍ନାଥ...

ଓଡିଶାରେ ଚାଲିଛି ଜୋରଦାର ପ୍ରଚାର । ନିଜ ନିଜ ଦଳ ପାଇଁ ପ୍ରଚାରରେ ମାତିଛନ୍ତି ତୁଙ୍ଗ ନେତା । ଓଡିଶା ଉପରେ ରାଜ୍ କରିବାକୁ ତୁହାକୁ ତୁହା...

ବିଜେଡି ସୁପ୍ରିମୋ ବୀନ ପଟ୍ଟନାୟକ ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ରୋଡ୍ ଶୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ।...

ରାଉଲକେଲାରେ ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରିଛନ୍ତି ସାରଦା ନାୟକ । କହିଲେ ମୃତ ରାଉଲକେଲାକୁ ଜୀବନ୍ତ କରିଛନ୍ତି ନବୀନ । ଏହି ସହରକୁ...

କାଲି ବଲାଙ୍ଗିର ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବୀନଙ୍କୁ ତୀବ୍ର ସମାଲୋଚନା କରିବା...

ସମ୍ବଲପୁରରେ ନବୀନଙ୍କୁ ଭୁରି ଭୁରି ପ୍ରଶଂସା କଲେ ଅଲିଉଡ୍ ଅଭିନେତ୍ରୀ ରିଆ ଦେ । କହିଲେ ମୁଁ ଫିଲ୍ମ ହିରୋଇନ୍ ହେଲେ , ନବୀନ ସାର୍ ଓଡିଶାର...

1 min read

ଭୁବନେଶ୍ୱର ; ଚଳିତ ଥର ନବୀନ ୨ଟି ଆସନରୁ ନିର୍ବାଚନ ଲଢୁଥିବା ଉଭୟ ଆସନରେ ବିଜେଡି ଏକତରଫା ବିଜୟ ହାସଲ କରିବ ବୋଲି କର୍ମୀମ।।ନେ ଦମ୍ଭୋକ୍ତି ପ୍ରକାଶ...

ମୋ ସ୍ୱର୍ଗତ ବାପା ନବ ଦାସଙ୍କ ଆର୍ଶୀବାଦ୍ ଅଛି । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିଛି ଏବେ ମହିଳା ଓ ଯୁବଗୋଷ୍ଠି ପାଇଁ କାମ କରି...

ଭୁବନେଶ୍ୱର ; ନବୀନ ନିବାସ ପାଲଟିଛି ନିର୍ବାଚନୀ କଣ୍ଟ୍ରୋଲ ରୁମ୍। ଏଇଠୁ ବର୍ତ୍ତମାନ ସମୀକ୍ଷା କରାଯାଉଛି ରାଜ୍ୟର ସମସ୍ତ ଲୋକସଭା ଆସନ। ପୂର୍ବରୁ ପୁରୀ, କେନ୍ଦ୍ରାପଡା ଓ...

1 min read

ଭୁବେଶ୍ୱର ; ବରିଷ୍ଠ ବିଜେଡି ନେତା ଦାମୋଦର ଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି। ତାଙ୍କର ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି।...