ମନୋରଞ୍ଜନ ଜନ୍ମ ତାରିଖ ସହ ନିଜ ମୃତ୍ୟୁର ତାରିଖ ବି ନିଜେ କହିଯାଇଥିଲେ ଅଭିନେତା ଓମ୍ ପୁରୀ.. 1 year ago Pratidin Bureau ଆଜି ବଲିଉଡ ସୁପରଷ୍ଟାର ଓମ ପୁରୀଙ୍କ ଜନ୍ମଦିନ । ସେ ୧୯୫୦ ମସିହା ଅକ୍ଟୋବର ୧୮ ଅର୍ଥାତ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ଚଳଚ୍ଚିତ୍ର ଜଗତର...