1 min read ଦେଶ ବିଦେଶ ଥ୍ରିଡି ପ୍ରିଣ୍ଟର ରେ ତିଆରି ହେଉଛି ଜିଲାପି , ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆନନ୍ଦ ମହିନ୍ଦ୍ରା .. 7 months ago Dipalini Mohanty ଜିଲାପି କାହାକୁ ବା ଭଲ ନଲାଗେ, ନାଁ ଶୁଣିବା ମାତ୍ରେ ପାଟିକୁ ପାଣି ଆସିଯାଏ । ଏହି ମିଠା ଖାଇବାକୁ ମିଠା ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଥାଏ...