ଦେଶ ବିଦେଶ ସ୍କୁଲ ବସ୍ରେ ନିଆଁ , ଜିଅନ୍ତା ଜଳିଗଲେ ୨୫ ଜଣ.. 2 weeks ago Dipalini Mohanty ହୁତୁ ହୁତୁ ହୋଇ ଜଳୁଛି ବସ୍। ଆଉ ଏହି ନିଆଁର ଆଁରେ ଜୀଅନ୍ତା ଜଳିଗଲେ ୨୫ରୁ ଉର୍ଦ୍ଧ୍ୱ ପିଲା। ବସ୍ ଚକା ଫାଟିବାରୁ ଅଚାନକ ନିଆଁ ଲାଗିଯାଇଥିଲା...