ମନୋରଞ୍ଜନ ସ୍ୱାମୀଙ୍କ ଠାରୁ ଅଲଗା ହେବେକି ନୟନତାରା ! ଇନଷ୍ଟାଗ୍ରାମରୁ ସ୍ୱାମୀଙ୍କୁ କରିଦେଲେ ଅନଫଲୋ .. 9 months ago Dipalini Mohanty ସ୍ୱାମୀଙ୍କ ଠାରୁ ଅଲଗା ହୋଇଯିବେ କି ନୟନତାରା ? ସାଉଥ୍ ସୁନ୍ଦରୀ ନୟନତାରା ନିଜ ଅଭିନୟରେ ସମସ୍ତଙ୍କୁ କରନ୍ତି ପାଗଳ । କେବଳ ଅଭିନୟ ନୁହେଁ ସଫଳ...