1 min read ଓଡିଶା ଶିମିଳିପାଳରେ ମହାବଳ ଲଢେଇ 10 months ago Pratidin Bureau ଆଜି ଶିମିଳିପାଳରେ ହୋଇଛି ମହାବଳ ଲଢ଼େଇ । ଦୁଇଟି ମହାବଳ ବାଘ ମୁହାଁମୁହିଁ ହୋଇଛନ୍ତି । ଟି-୩୧ ଓ ଟି- ୩୫ ମଧ୍ୟରେ ଏହି ବିଗ୍ ଫାଇଟ...