1 min read ଦେଶ ବିଦେଶ ୱାୟନାଡ ଭୂସ୍ଖଳନରେ ଅସଲ ହିରୋ ସାଜି ଖୋଜିଦେଲେ ଦଶ ମୃତଦେହ .. 2 months ago Dipalini Mohanty ଆଜି କେରଳ ଆଖିରେ ଲୁହ । ବାଦଲ ଫଟା ବର୍ଷା ପରେ ଭୂସ୍ଖଳନ ଆଣିଛି ଦୁଃଖ । କେଉଁଠି ଭଙ୍ଗା ଚଟାଣ ତଳୁ ମିଳୁଛି କ୍ଷତବିକ୍ଷତ ଶବ...