କ୍ରିଡା ଘୋଡା ଚାଳନାରେ ଭାରତ ମାରିଲା ବାଜି, ହାସଲ କଲା ସ୍ୱର୍ଣ୍ଣ ପଦକ 1 year ago Pratidin Bureau ଏସିଆନ୍ ଗେମ୍ସ ୨୦୨୩ ରେ ଭାରତ ଇତିହାସ ସୃଷ୍ଟି କରିଛି । ତୃତୀୟ ଦିନ ପାଇଁ ଚାଇନାର ମାଟିରେ ଭାରତୀୟ ତ୍ରିକୋଣ ଗର୍ବର ସହିତ ଉଡିଛି ।...