ଦେଶ ବିଦେଶ ଭୁଶୁଡିଲା ନିର୍ମାଣଧୀନ ହସ୍ପିଟାଲ କାନ୍ଥ; ଜଣେ ମୃତ, ୯ ଜଣ ଆହତ 4 months ago Niyati Das ଏକ ନିର୍ମାଣାଧୀନ ଡାକ୍ତରଖାନାର କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହାସହ ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି | ଦୁର୍ଘଟଣା ସ୍ଥଳର...