Pratidin TV

Odisha's Digital News Platform

ନାମାଙ୍କନ ଭରିଲେ ତାରା ବାହିନୀ ପତି ..

1 min read

ଭୋଟ୍ ଲଢ଼େଇର ରେ ସାମିଲ ହେଲେ ତାରା ବାହିନୀ ପତି । ବିରାଟ ପଟୁଆର ସମର୍ଥକଙ୍କ ମେଳିରେ ନାମାଙ୍କନ ଭରିଲେ କଂଗ୍ରେସର ଟାଣୁଆ ନେତା ତାରା ବାହିନୀ ପତି । ସେ ଜୟପୁର ଆସନ ପାଇଁ କଂଗ୍ରେସ ଟିକେଟରେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଜି ବିରାଟ ଶୋଭାଯାତ୍ରାରେ ଆସି ଜୟପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବା ସମୟରେ ଲକସଭା ପ୍ରାର୍ଥୀ ସପ୍ତଗିରି ଉଲକା ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *