Pratidin TV

Odisha's Digital News Platform

ଶିକ୍ଷକଙ୍କ ଚୋର ବୁଦ୍ଧି ପ୍ରଖର, ସ୍କୁଲ ଛାଡ଼ି ଏବେ ଗଞ୍ଜେଇ ବେପାରୀ

ବୃତ୍ତି ଶିକ୍ଷକ ହୀଲା ସାଇଡ ବିଜନେସ ଗଞ୍ଜେଇ କାରବାର | ଭୁବନେଶ୍ୱର ଗଞ୍ଜେଇ ବିକ୍ରି କରୁଥିବା ବେଳେ ତାଙ୍କ ଉପରେ ମାଡ଼ିବସିଚଜି ପୋଲିସ | ଚନ୍ଦ୍ରଶେଖପୁରରେ ଇସନେଶ୍ୱର୍ ବସ୍ତିରୁ ମିଳିଛି ୧୫ କେଜି ଓଜନ ଗଞ୍ଜେଇ ଜବତ ସହିତ ୨ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖର ପୋଲିସ |

୨ ଅଭିଯୁକ୍ତ ସକାଳୁ ୯ ସମୟରେ ଇସନେଶ୍ୱର୍ ବସ୍ତି ବନେଶ୍ୱର୍ ପ୍ରଧାନ ନାମକ ବ୍ୟକ୍ତି ଗଞ୍ଜେଇ ରଖି ବେପାର କରୁଥିବାର ଖବର ପାଇଥିଲା ପୋଲିସ୍ । ପୋଲିସ୍ ଚଢାଉ ବେଳେ ଗଣେଶ ମଲ୍ଲିକ ଏବଂ ତାଙ୍କ ଭାଇ ବନେଶ୍ୱର୍ ପ୍ରଧାନ ଗଞ୍ଜେଇ ଧରି ବାହାରୁ ଥିବାର ଦେଖି ପୋଲିସ୍ ମାଡ଼ି ବସି ଥିଲା । ୨ ଟି ମୋବାଇଲ ଫୋନ୍ , 400 ଟଙ୍କା ଜବତ୍ ହୋଇଛି । ପୂର୍ବରୁ ବନେଶ୍ୱର ପ୍ରଧାନ ଏକ ସ୍କୁଲର ଟଙ୍କା ହେରଫେର ଘଟଣାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲା । ପୂର୍ବରୁ 2001 ମସିହାରେ କନ୍ଧମାଳର ଗରଡିମାହା ସ୍କୁଲରେ ଚାକିରି କରୁଥିଲା । ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚାକିରି କରୁଥିଲା ମୁଖ୍ୟ ଅଭିଯୁକ୍ତ । ଏବେ ଏହି ଘଟଣାର ତଦନ୍ତ କରିବ ପୋଲସ |

Leave a Reply

Your email address will not be published. Required fields are marked *