Pratidin TV

Odisha's Digital News Platform

ଭୁବନେଶ୍ୱରରୁ ଆତଙ୍କବାଦୀ ଗିରଫ୍ , ୨୦୦ ରୁ ଉର୍ଦ୍ଧ ସିମ୍ ଚଲାଇ ଲୋକଙ୍କୁ ଠକୁଥିଲା …

1 min read

କମିସନରେଟ ପୋଲିସ ର ସ୍ପେସିଆଲ ସ୍କ୍ୱାର୍ଡ ର ବଡ଼ ସଫଳତା । ଭୁବନେଶ୍ୱରରୁ ଗିରଫ୍ ହେଲା ବଡ ସାଇବର ଠକ । ସିମ ବକ୍ସରେ ୨୦୦ ରୁ ଉର୍ଦ୍ଧ ସିମ୍ ପକାଇ ଲୋକଙ୍କୁ ଲଗାଉଥିଲା ଚୂନ । ଏକାଥରେ ଭର୍ଚୁଆଲ କଲ୍ କରି ଲୋକଙ୍କୁ ଠକୁଥିଲା ।

ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ଲକ୍ଷ୍ମିସାଗର ଥାନା କେଶୁରା ଅଞ୍ଚଳ ରେ ଭଡ଼ାଘରେ ଚଳାଇଥିଲା ପୁରା ରାକେଟ । ଏ ସର୍ମ୍ପକରେ ଖବର ପାଇ କମିଶନରେଟ୍ ପୋଲିସ ଛାପା ପକାଇଥିଲା । ୭ ଟି ସିମବକ୍ସ ୧ ହଜାର ରୁ ଅଧିକ ସିମ୍ ଜବତ୍ କରିବା ସହ ଅଭିଯୁକ୍ତକୁ ଗିରଫ୍ କରିଥିଲା । ତେବେ ଅଭିଯୁକ୍ତ ଜଣଙ୍କ କଲିକତାର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରେ ଜଣାପଡିଛି । ଆଉ ଅଭିଯୁକ୍ତ ଜଣଙ୍କ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *