Pratidin TV

Odisha's Digital News Platform

ରାମ ମନ୍ଦିରକୁ ଉଡାଇ ଦେବାକୁ ଧମକ ଦେଲା ଆତଙ୍କବାଦୀ ..

1 min read

ସ୍କୁଲ , ବିମାନ ବନ୍ଦର ଏବଂ ହସ୍ପିଟାଲ ପରେ ଏବେ ରାମ ମନ୍ଦିର ରେ ବୋମା ଆତଙ୍କ । ଏହାକୁ ନେଇ ଭକ୍ତ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ନିକଟରେ  ଆତଙ୍କବାଦୀମାନେ  ଦେଶର ୩ଟି ସ୍ଥାନ ଉପରେ ଆକ୍ରମଣ କରିଛନ୍ତି।

ବର୍ତ୍ତମାନ   ରାମ ମନ୍ଦିର  ଉପରେ ମଧ୍ୟ ଆତଙ୍କବାଦୀଙ୍କ ନଜର  । ଏବେ ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ସାମ୍ନାକୁ ଆସିଛି। ପାକିସ୍ତାନରୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ରାମ ମନ୍ଦିର ଉପରେ ଆକ୍ରମଣର ଅଡିଓ ଚେତାବନୀ ଦେଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପ୍ରଶାସନ ସତର୍କ ହୋଇପଡିଛି। ମନ୍ଦିର ପରିସରର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ତେବେ ଆତଙ୍କ  ବାଦୀଙ୍କ ଏବେ ପୋଲିସ ପ୍ରଶାସନ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *