Pratidin TV

Odisha's Digital News Platform

ପ୍ରଥମ ଟେଷ୍ଟ ମ୍ୟାଚ: ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ଭାରତ ହେଲା ପରାଜିତ

1 min read

ପ୍ରଥମ ଟେଷ୍ଟ ମ୍ୟାଚ ରେ ପରାଜୟ ହୋଇଛି ଭାରତ | ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ଭାରତ ପରାଜିତ ହୋଇଛି | ୫ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଭାରତ ୧-୦ ରେ ପଛୁଆ ରହିଛି । ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ହୋଇଥିଲା | ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ଭାରତ ୨୮ ରନରେ ପରାସ୍ତ ହୋଇଛି । ଭରତ ଏବଂ ଅଶ୍ବିନୀଙ୍କ ଯୋଡ଼ି ଭାରତକୁ ବିଜୟ ପଥରେ ଅଗ୍ରସର କରୁଥିଲା କିନ୍ତୁ ଇଂଲଣ୍ଡର ସ୍ପିନ ବାହିନୀ ଆଗରେ ହାରିଯାଇଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ । ରୋହିତ ଶର୍ମା ସର୍ବାଧିକ ୩୯ ରନ କରିବାରେ ସକ୍ଷମ ହୋଇଥିଲେ । କେହି ମଧ୍ୟ ବଡ ରନ କରିବାରେ ସକ୍ଷମ ହୋଇପାରିନଥିଲେ | ଭାରତ ଏହି ମ୍ୟାଚରେ ବହୁତ ନିରାଶ ହୋଇଯାଇଛି | ଟସରେ ଜିତି ପ୍ରଥ ପାଳି ଲିଡ଼ନେଇଥିବା ଭାରତ ଦଳ ଶେଷରେ ପରାଜିତ ହୋଇଥିଲା | ଇଂଲଣ୍ଡର ଡେବ୍ୟୁ ବୋଲର ଟମ ହାର୍ଟଲ ୭ ଓ୍ବିକେଟରେ ଖେଳାକୁ ଶେଷ କରିଥିଲେ | ଭାରତର ବିଜୟ ଲକ୍ଷ୍ୟ ୨୩୦ ଥିବା ବେଳରେ ତାହା ପୁରା ନ କରି ପରାଜିତ ହୋଇଛନ୍ତି |

Advertisement

Leave a Reply

Your email address will not be published. Required fields are marked *