ଆଞ୍ଚଳିକ ଓଡିଶା (video)ଜାନୁଆରୀ ୩ ଭିତରେ ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର 1 min read 1 year ago Deepamudra Mohanty ପୁରୀ ; ୨୦୧୮ ମସିହା ଅକ୍ଟୋବର ୩ ରେ ବନ୍ଧ ହୋଇଥିଲା ଶ୍ରୀମନ୍ଦିର ୪ ଦ୍ୱାର । ତେବେ ୨୦୨୩ ଜାନୁଆରୀ ୩ ଭିତରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି ଆଜି ସୂଚନା ଦେଇଛନ୍ତି ଓକିଲ ସଂଘ । ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସରିବା ସୁଦ୍ଧା ତୁରନ୍ତ ଖୋଲାଯିବ ଶ୍ରୀମନ୍ଦିର ୪ ଦ୍ୱାର । Advertisement Tags: jaganath open temple Continue Reading Previous ମଧୁବାବୁ ପେନସନ ନାଁରେ ଅର୍ଥ ହରିଲୁଟ୍…Next ଦୀର୍ଘ ଦିନର ଦାବି ପରେ ମିଳିଲା ସଫଳ, କେନ୍ଦ୍ରାପଡାର ପ୍ରସିଦ୍ଧ ମିଠା ରସାବଳୀକୁ ଜିଆଇ ଟ୍ୟାଗ୍